ହରିଣୀ ଆଖିରେ ନିରୀହ ଚାହାଣି ମୋ ମନ କଲୁ ତୁ ଚୋରି ଭୁଲିଵିନି କେବେ କଥା ମୁଁ ଦଉଛି, ମୋ ସପନ ରାଇଜ ପରୀ ହରିଣୀ ଆଖିରେ ନିରୀହ ଚାହାଣି ମୋ ମନ କଲୁ ତୁ ଚୋରି ଭୁଲିଵିନି କେବେ କଥା ମୁଁ ଦଉଛି, ମୋ ସପନ...
ତୋ ଓଠ ନୀଳ କଇଁ ଗୋଲାପ ସଦୃଶ ପଦ୍ମ ପରି ମୁହଁ ତୁମ କରେ ସମସ୍ତଙ୍କୁ ବଶ ।3। ଚୁପି ଚୁପ... ତୋ ଓଠ ନୀଳ କଇଁ ଗୋଲାପ ସଦୃଶ ପଦ୍ମ ପରି ମୁହଁ ତୁମ କରେ ସମସ୍ତଙ୍କୁ ବଶ...
ଚୁପିଚୁପି ହସିଦେଇ ଥରେ ଚାଲିଗଲ ହରିଣୀ ଚାଲିରେ, ଚୁପିଚୁପି ହସିଦେଇ ଥରେ ଚାଲିଗଲ ହରିଣୀ ଚାଲିରେ,
ତୁମେ ଇ ତ ତୁମେ... ସ୍ପନ୍ଦନ, କମ୍ପନ, ନିବନ୍ଧନ ପ୍ରାଣବାୟୁର...! ତୁମେ ଇ ତ ତୁମେ... ସ୍ପନ୍ଦନ, କମ୍ପନ, ନିବନ୍ଧନ ପ୍ରାଣବାୟୁର...!
ମାନସ ହଂସରୁ ଉତୁରି ଆସେ କେବେ କାଗଜର ଛାତିକୁ । ମାନସ ହଂସରୁ ଉତୁରି ଆସେ କେବେ କାଗଜର ଛାତିକୁ ।
ଯାଅ ନା ବନ ହରିଣୀର ପଛରେ , ରଚିଦେଇ ପାରେ ସେ ସ୍ବର୍ଣ୍ଣ ହରିଣୀର ମାୟା । ଯାଅ ନା ବନ ହରିଣୀର ପଛରେ , ରଚିଦେଇ ପାରେ ସେ ସ୍ବର୍ଣ୍ଣ ହରିଣୀର ମାୟା ।